ଜ୍ଞାନ ବୀଣା ଥରେ ବଜାଇ ଦିଆ ମା ଅଜ୍ଞାନ ହେଉ ଦୁର.
ଜ୍ଞାନର ଅଲୋକେ ଆଲୋକିତ କର ଯେତେକ ଅନ୍ଧକାର.
ଦିଅ ମା ବିଦ୍ୟା ଦିଅ ମା ବୁଦ୍ଧୀ
ଦିଆ ଗୋ ଶ୍ରଦ୍ଧା ଦିଅ ଗୋ ସିଦ୍ଧି
କରୁଣାରୁ ତୁମ କଣାଏ ମିଳିଲେ
ସେତିକି ପୁଣ୍ୟ ମୋର
ମୁକକୁ ମୁଖର କରିପାର ତୁମେ
ଯଶମାନ ସବୁ ଦେଇପାର ତୁମେ
କମଳ ବାସିନୀ ଦେବୀ ବୀଣାପାଣୀ
ଟିକିଏ କରୁଣା କର