ଏମିତି ରାତି ଏ ଯେ ଅଭୁଲା ସ୍ମୃତି
ତୁନି ତୁନି କଥା କହି ଯାଉ ଗୋ ବିତି
ଏମିତି ରାତି ଏ ଯେ ଅଭୁଲା ସ୍ମୃତି
ତୁନି ତୁନି କଥା କହି ଯାଉ ଗୋ ବିତି
ଦେଖ ଆକାଶ କହେ ନୀଳ ଜୋଛନା କାନେ
ତୁମେ ମୋ ମୁଁ ତୁମ ଜୀବନ ସାଥୀ
ଏମିତି ରାତି ଏ ଯେ ଅଭୁଲା ସ୍ମୃତି
ତୁନି ତୁନି କଥା କହି ଯାଉ ଗୋ ବିତି
ଝରି ଝରଣା ସାଗରରେ ମିଶଇ ଯାଇ
ଜହ୍ନ ଉଇଁଲେ ଅକାଶରେ ଖୋଜଇ କଇଁ (୨ ଥର)
ଫଗୁଅରେ ବିନା ଏ ମନ ବୁଝେନା
ତୁମେ ମୋ ମୁଁ ତୁମ ଜୀବନ ସାଥୀ
ଏମିତି ରାତି...
ଏଇ ନଉକା ତମ ଆମ ଜୀବନ ତରୀ
ଯେତେ ଆସିଲେ ଦୁଃଖ ସୁଖ ଯିବାନି ଡରି (୨ ଥର)
ସାରା ଜନମ ପାଇଁ କେହି ଭୂଲିବା ନାହିଁ
ତୁମେ ମୋ ମୁଁ ତୁମ ଜୀବନ ସାଥୀ
ଏମିତି ରାତି ଏ ଯେ ଅଭୁଲା ସ୍ମୃତି
ତୁନି ତୁନି କଥା କହି ଯାଉ ଗୋ ବିତି