ହେ ରଂଗ ବତୀ ରେ ରଂଗ ବତୀ
ହୋ ରଂଗ ବତୀ ରେ ରଂଗ ବତୀ
ହେ ରଂଗ ବତୀ ରଂଗ ବତୀ କନକ ଲତା ହସିପଦେ କହ ଲୋ କଥା
ହାୟ ରଂଗ ବତୀ ରଂଗ ବତୀ କନକ ଲତା ହସିପଦେ କହ ଲୋ କଥା
ହଇ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ହେ ଲାଜେ ଲାଜେ ଗୋ ଲାଜେ ଲାଜେ
ହାୟ ଲାଜେ ଲାଜେ ନଇ ଯାଇଛେ ମଥା ଗୋ ନାଇ କର ନାଇ କର ଅଥା
ହେ ଲାଜେ ଲାଜେ ନଇ ଯାଉଛେ ମଥା ଗୋ ନାଇ କର ନାଇ କର ଅଥା
ସପନ ରଜାର୍ ସପନ ସପନ ରଜାର୍ ସପନ
ରାନିତାଗେ ସୁତା ମାଲେ ହେଲାତ ଗୁନ୍ଥା ରଂଗ ବତୀ ରଂଗ ବତୀ
ଇ ଆଖି ଆସିଛେ କେତେ ସପନ ଏ ଜିବର୍ ଧନ ଜିବର୍ ଜୀବନ ଗଲା ରତନ ରେ ହେ
ଇ ଆଖି ଆସିଛେ କେତେ ସପନ ଏ ଜିବର୍ ଧନ ଜିବର୍ ଜୀବନ ଗଲା ରତନ ରେ
ମନେ ମଲି ମହକନ ହୋ
ମନେ ମଲି ମହକନ
ମନେ ମଲି ମହକନ
ଆହା ମୋର ଧନ କେଡେ ମିଲନ ଛନ ଛନ ହେସି ମନ
ହାୟ ଆହା ମୋର ଧନ କେଡେ ମିଲନ ଛନ ଛନ ହେସି ମନ
ଡିହି ଖନଜୀ ଗଲା ସାଂଗର୍ ସରିତା
ଡିହି ଖନଜୀ ଗଲା ସାଂଗର୍ ସରିତା
କୁହୁ କୁହୁ ମନେ କରେ ସୁରୁତା
ରଂଗ ବତୀ ରଂଗ ବତୀ
ଦେଖୁଥିମି ତୁମର୍ ଚକା ବଦନ ରଜା ରତନ ମୁହୁଁ ଦରପନ କରି ଯତନ ରେ ହେ
ଦେଖୁଥିମି ତୁମର୍ ଚକା ବଦନ ରଜା ରତନ ମୁହୁଁ ଦରପନ କରି ଯତନ ରେ
ଭଂଗା ଘରେ ଚକା ଜନ ରେ
ଭଂଗା ଘରେ ଚକା ଜନ
ଭଂଗା ଘରେ ଚକା ଜନ
ତୁହି ମୋର ଧନ ଫୁଲ ଚନ୍ଦନ ଫୁଡି ଥିବା ଦୁହି କାନ
ହାୟ ତୁହି ମୋର ଧନ ଫୁଲ ଚନ୍ଦନ ଫୁଡି ଥିବା ଦୁହି କାନ
ବାସୁ ଗାଆଁ ସାହି ଆମର ପଡିଶା
ବାସୁ ଗାଆଁ ସାହି ଆମର ପଡିଶା
ଜୁଇ ଯାଇ ମଲୀ ଅପରା ଜିତା
ରଂଗ ବତୀ ରଂଗ ବତୀ
ତୁମେ ମୋର ହେଇଛ ଚକରି ଗୁନା ମଲି ଡହନା ସୁନା ବରନା ମନର୍ ଝରନା ଗୋ
ତୁମେ ମୋର ହେଇଛ ଚକରି ଗୁନା ମଲି ଡହନା ସୁନା ବରନା ମନର୍ ଝରନା ଗୋ
ମହ ମହ କିଆ ହିନା ରେ
ମହ ମହ କିଆ ହିନା
ମହ ମହ କିଆ ହିନା
ତୁହି ମୋର ସୁନା ଗିଲେଥୀ ଗିନା ତୋର ବିନେ ମୁହିଁ ବନା
ହାୟ ତୁହି ମୋର ସୁନା ଗିଲେଥୀ ଗିନା ତୋର ବିନେ ମୁହିଁ ବନା
ନୁଆଁ ଗଢି ଦେମା ଭାରତ ଉଡୁଶା
ନୁଆଁ ଗଢି ଦେମା ଭାରତ ଉଡୁଶା
ଯୁଗେ ଯୁଗେ କଥା ଗାଇମା ଗୀତା
ରଂଗ ବତୀ ରଂଗ ବତୀ
ହେ ରଂଗ ବତୀ ରେ ରଂଗ ବତୀ ହୋ ରଂଗ ବତୀ ରେ ରଂଗ ବତୀ
ହାୟ ରଂଗ ବତୀ ରଂଗ ବତୀ କନକ ଲତା ହସିପଦେ କହ ଲୋ କଥା
ଏ ରଂଗ ବତୀ ରଂଗ ବତୀ କନକ ଲତା ହସିପଦେ କହ ଲୋ କଥା
ହଇ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ହେ ଲାଜେ ଲାଜେ ଗୋ ଲାଜେ ଲାଜେ
ହାୟ ଲାଜେ ଲାଜେ ନଇ ଯାଇଛେ ମଥା ଗୋ ନାଇ କର ନାଇ କର ଅଥା
ଏ ଲାଜେ ଲାଜେ ନଇ ଯାଉଛେ ମଥା ଗୋ ନାଇ କର ନାଇ କର ଅଥା
ସପନ ରଜାର୍ ସପନ ସପନ ରଜାର୍ ସପନ
ରାନିତାଗେ ସୁତା ମାଲେ ହେଲାତ ଗୁନ୍ଥା ରଂଗ ବତୀ ରଂଗ ବତୀ
ହେ ରଂଗ ବତୀ ରେ ରଂଗ ବତୀ
ହୋଇ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ଏହେ ରଂଗ ବତୀ ରେ ରଂଗ ବତୀ
ହୋଇ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ହାୟ ରେ ରଂଗ ବତୀ ରେ ରଂଗ ବତୀ
ହୋଇ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ