ହୋ ହୋ ହୋ
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡ଼ି
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡି
ଧନ ନାଇଁ ଦେ ନାଇଁ ଦେ ମୁହୁଁ କେ ମୁଡ଼ି ଗୋ ଶଗଡ ଗାଡି
ବାହାଲେ ବୁନିଛେ ଦେଶୀ ବିହନ (2 ଥର)
ସତେ ଉଛୁଳି ଯିବା କାଏଁ ପୁଆଲ ଭାଡି
ଗୋ ଶଗଡ଼ ଗାଡ଼ି।
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡି
ହେ ଧନ ନାଇଁ ଦେ ନାଇଁ ଦେ ମୁହୁଁ କେ ମୁଡ଼ି ଗୋ ଶଗଡ ଗାଡି
ତାକ ଦୁଲ ଦୁଲ ତାକ ଦୁଲ ଦୁଲ ତାକ ଦୁଲ ଦୁଲ
ମାଖାନ ଫୁଲ ମାଖନ ଫୁଲ ମାଖନ ଫୁଲ
କଜଳି କଜଳି ଆଖି ନେ ତୋର କଜଲର ଗାର
କଜଳି କଜଳି ଆଖି ନେ ତୋର କଜଲର ଗାର
କହୁଛେ ରସିଆ ପିଲା ଗୋ ମତେ ପ୍ରେମ କର ( 2 ଥର)
ଅଏଲତା ସିନ୍ଦୁର ଦିଶେ ଲାଲ ଜର ଜର
ଅଏଲତା ସିନ୍ଦୁର ଦିଶେ ଲାଲ ଜର ଜର
ଉଁଡ଼ନା ତଳେ ମାରୁ ଥିସି ରେ କେତେ ଆଖିର ଠାର
ସଜନା ଶାଗ କେ କଖାରୁ ବଡ଼ି (2 ଥର)
ସୁନା ମନେ ପଡୁଛେ ସେ ବରଷା ଝରି
ଗୋ ଶଗଡ ଗାଡ଼ି
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡି
ଏ ଧନ ନାଇଁ ଦେ ନାଇଁ ଦେ ମୁହୁଁ କେ ମୁଡ଼ି ଗୋ ଶଗଡ ଗାଡି
ଝିମକୀ ମାନା ଝିମକୀ ମାନା ଝିମକୀ ମାନା
କୁଢେଇ ଦନା କୁଢେଇ ଦନା
ମଟର ଚନା
ପୀରତି ନଦୀରେ ଭାଷୁଛେ ମୁଇଁ ଧନରେ ମୋର
ପୀରତି ନଦୀନେ ଭାଷୁଛେ ମୁଇଁ ଧନରେ ମୋର
କଲା ମେଘ ଦେଖି ଯେନ୍ତା ନାଚୁ ଥିସି ମଜୁର
ହୋ
କଲା ମେଘ ଦେଖି ଯେନ୍ତା ନାଚୁ ଥିସି ମଜୁର
ନିଲିଆ ଆକାଶେ ବଗ ପକ୍ଷୀ ଯାଉଛନ ଉଡି
ନିଲିଆ ଆକାଶେ ବଗ ପକ୍ଷୀ ଯାଉଛନ ଉଡି
ଦେଖା ଦୁଖି ହେଉ ହେଉ
ବୟସା ମୋର ଯିବାତ ଗଡି
ହଳଦି ତେଲ କେ ପୁଆଳ ଛତି
ହଳଦି ତେଲ କେ ପୁଆଳ ଛତି
ଯାଣ ସହି ନାହିଁ ହୁଏ ଦୁଲୁକେ ଛାତି ଲୋ ଶଗଡ ଗାଡି
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡି
ଏ ଧନ ନାଇଁ ଦେ ନାଇଁ ଦେ ମୁହୁଁ କେ ମୁଡ଼ି ଗୋ ଶଗଡ ଗାଡି
ହେ ଧନ କେଁ କଟ କଟ ଯାଉଛେ ଗଡି ଗୋ ଶଗଡ ଗାଡି
ଏ ଧନ ନାଇଁ ଦେ ନାଇଁ ଦେ ମୁହୁଁ କେ ମୁଡ଼ି ଗୋ ଶଗଡ ଗାଡି