ଡାଲ ଖାଇରେ ଡାଲ ଖାଇରେ
ଘଡିମାରି ଉଦେ ଦଶରା ଜନ୍ହ - କୁଁଆରି ଟୁକେଲ୍ ମାନକର୍ ମନ ଉଚ୍ଛନ (୨ ଥର)
ଫୁଲ ଫୁଟି କେଡେ ସୁନ୍ଦର ଦିଶେ
ଫୁଲେ ଫୁଲେ ସଜା ହେଇଛେ ସତେ
ଶହେ ଆଠ ଦୁବ ଚାଉଲ ଧରି(୨ ଥର)
ଡାଲ୍ ଖାଇ ଦେବୀକେ ବଂଦେଇ କରି (୨ ଥର)
କୁଁଆରି ଟୁକେଲ୍ ମାନେ ଧନରେ (୨ ଥର)
ସତେ କାଏଁ ଉପାସ କରି ମାଁକେ ସୁମରି
ଦଦା ଭାଇ ଲାଗି କାଏଁ ଡାଲ ଖାଇରେ
ଡାଲ ଖାଇରେ ଡାଲ ଖାଇରେ
ଫୁଲେ ଫୁଲେ ବସେ ପରଜା ପତି ପରଜା ପତିର ଭାବ୍ ପିରତି (୨ଥର)
ଚୁମି ଚୁମି ତାର୍ ଯାଉଛେ ଦିନ
ଦିନେ ଦେଖୁ ଥିସି କେତେ ସପନ
ସବୁବେଲେ ପାସେ ରହିମିଁ ବୋଲି
ଖୁଜି ବୁଲୁ ଥିସି ସାଂଗର ଝୁଲି
କିଏ ହେଲେ ତାର୍ ନାଇନ ସଖା
ବାଟେ ଘାଟେ କେବେ ହେଲେ ତ ଦେଖା
କହୁଥିସୀ ମନର୍ କାହାନୀ (୨ ଥର)
ସତେ କାଏଁ କେହି ହୁରୁ ଗୁନି ଗୁନର ମନି
ନାଇଁ ପାରେ ସୁନି କାଏଁ ଡାଲ ଖାଇରେ
ଡାଲ ଖାଇରେ ଡାଲ ଖାଇରେ
ମହୁଲ ପଡୁଛେ ତୁହା କେ ତୁହା ବୁଢି ଡଂଗରରେ ଲାଗିଛେ ନିଆଁ (୨ ଥର)
ନିଆଁ ର୍ ପାସେରେ ଏ କି ହେବା ଠିଆ
ମାକର ବିହା ବୋଲି ଜାନିଛେ ମୁଇଁ
ନାଲେ ନାଲେ ଯାଏ ପାନି କଖାରୁ
ଆମର୍ ସାଂଗେ କଟି ନାଇଁ ହେଇ ପାରୁ
ଧଂଗରା ପିଲା ତୁଇ ଜାନିଛୁ ବୋଲି
କାହାକେ ଦେଖଲୁ କାହାର୍ ମଝା ଖୁଲୀ
ବୁଲେଇ ନେମିଁ ତୋତେ ବାବୁରେ (୨ ଥର)
ସତେ କାଏଁ ଗାଁ ଭିତର ଇ ବଛର
ଆସ ମକର କାଏଁ ଡାଲ ଖାଇରେ
ଡାଲ ଖାଇରେ ଡାଲ ଖାଇରେ
ବାଂଜି ଗୁଟା ଠାନେ ଦେଖିଲି ତତେ କାଁଣା କହି ଥିଲୁ ତୁଇ ତ ସତେ(୨ ଥର)
କାନି ପନତରେ ଗଠେଇ ଦେଲୁ ହିରା ମୁଦି ବୋଲି ମୋତେ କହିଲୁ
ଦଗାଦିଆ ବୋଲି ନାଇ ଥିଲି ଜାନି ଲଗେଇ ଦେଲୁ ମୋତେ କାଏଁ ମହନି
ମହନି ମନ୍ତର ଦେଲାନ ଘାରି ଝୁରି ଝୁରି ଦିନ ଯାଉଛେ ସରି
କାଁଣା କର୍-ମି ମୁଇଁ ପିଲାରେ (୨ ଥର)
ସତେ କାଏଁ ଦେଲୁ ପାସିରି ସରଗର ପରି ମୁଇଁ କୁଆଁରି କାଏଁ
ଡାଲ ଖାଇରେ