ଏ...... ହୋ.......
ଘୋର ବନେ ଏକା କଲୁ ମୋତେ ରେ..ଏ..
ଘୋର ବନେ ଏକା କଲୁ ମୋତେ
ଶ୍ରବଣରେ ଏ...ଏ....ଏ... ହୋ....
ଘୋର ବନେ ଏକା କଲୁ ମୋତେ ରେ....
ଘୋର ବନେ ଏକା କଲୁ ମୋତେ
ଶରଧା ସେ କରିଲୁ
ପରାଣ ହାରି ଦେଲୁ
ଶରଧା ସେ କରିଲୁ
ପରାଣ ହାରି ଦେଲୁ
ରେ.ଏ.. ରେ..ଏ. ରେ.ଏ..ଏ
ଘୋର ବନେ ଏକା କଲୁ ମୋତେ ରେ..ଏ..
ଘୋର ବନେ ଏକା କଲୁ ମୋତେ
ଆହା କି ସୁନ୍ଦର ଦିସେ ତୋର ଚନ୍ଦ୍ର ବଦନ
ଆଜି ମୁହିଁ କରିଦେଲି ଏଡେ ମନ୍ଦ କରମ
ଆହା କି ସୁନ୍ଦର ଦିସେ ତୋର ଚନ୍ଦ୍ର ବଦନ
ଆଜି ମୁହିଁ କରି କି ଦେଲି ଏଡେ ମନ୍ଦ କରମ
ମୋତେ ତୁ ଛାଡି କି ଗଲୁ
କନ୍ଦେଇ ମାରି କି ଗଲୁ
ମୋତେ ତୁ ଛାଡି କି ଗଲୁ
କନ୍ଦେଇ ମାଡି କି ଗଲୁ
ରେ..ଏ.. ରେ..ଏ.. ରେ..ଏ..
କିଛି ବୁଦ୍ଧି ଦିସୁ ନାହିଁ ମୋତେ
ଶ୍ରାବଣରେ ଏ.... ହୋ...
ଘୋର ବନେ ଏକା କଲୁ ମୋତେ ରେ....
ଘୋର ବନେ ଏକା କଲୁ ମୋତେ