ଲବଂଗଲତା ମୋର୍ ଗଜ ମୁକୁତା ରେ କହ ପଦେ ମିଠା କଥା
ଉହୁଁ
ଏ ଲବଂଗଲତା ମୋର୍ ଗଜ ମୁକୁତା ଲୋ କହ ପଦେ ମିଠା କଥା
ଭାବ ନିଆଲୀ ଚହଟ ମଲି ଭାଲି ଭାଲି କାଲି ନାଇ ମୁଁଜି ଆଖିର୍ ପତା
ଯା ଯା
ତୋର ବିନା ଧନ ନାଇ ବୁଝେ ମନ (୨ ଥର)
ଶରାବନେ ରାଏତ୍ ସରତା ଲୋ
ଫୁଲ୍ ରସିଆ ମୋର ମନ ବସିଆ ରେ କାହିଁ ଜାନ୍-ବୁ ମନର୍ କଥା
ଆଛା
ଫୁଲ୍ ରସିଆ ମୋର ମନ ବସିଆ ରେ କାହିଁ ଜାନ୍-ବୁ ମନର୍ କଥା
ତୋତେ ଝୁରି ଝୁରି ମନ ହୁଏ ଘାରି ସବୁ ଲାଗେ ବିସ୍ ପିତା
ସତେ
କରୁଛେଁ କିରିଆ ଆରେ ଦଗାଦିଆ (୨ ଥର)
ତୋର୍ ଠାନେ ନାଇ ହୁଏ କଥା ରେ
ଲବଂଗଲତା ମୋର୍ ଗଜ ମୁକୁତା ରେ କହ ପଦେ ମିଠା କଥା
ଏ ଫୁଲ୍ ରସିଆ ମୋର ମନ ବସିଆ ରେ ନାଇ ହୁଏ ଆରୁ କଥା
ମୁହୁଁ ଦରପନ ସୁରୁତା କରିରେ ରାତି ନାଇ ପଡେ ଝୁମୁରା
ମୁହୁଁ ଦରପନ ସୁରୁତା କରିଲୋ ରାତି ନାଇ ପଡେ ଝୁମୁରା
କିଏ ଆନି ମୋତେ ଅମୃତ ଦେଲେ ବି (୨ ଥର)
ତୋର୍ ବିନା ଲାଗେ ମହରା
ବରପାଲିଆ ମଠା ପରେ ଦେଉଥିଲୁ ମୋତେ ତୋରଗା ହାଟର୍ ପାନ ପତରି ଦେମିଁ ବଇଲୁ ସତେ
ମାନି ଜା ମାନି ଜା କହୁଛେ ବୁଝେଇ (୨ ଥର)
ଆଉର୍ ନାହି ମୋତେ ସୁଝତା ଲୋ
ଏ ଫୁଲ୍ ରସିଆ ମୋର ମନ ବସିଆ ରେ ନାଇ ହୁଏ ଆରୁ କଥା
ଏ ଲବଂଗଲତା ମୋର୍ ଗଜ ମୁକୁତା ଲୋ କହ ପଦେ ମିଠା କଥା
ଜନ ସଂଗେ କଇଁ କାନ୍ହୁ ସଂଗେ ରାଇ ସରଗେ ସୁନ୍ଦର ତରା
ଜନ ସଂଗେ କଇଁ କାନ୍ହୁ ସଂଗେ ରହି ସରଗେ ସୁନ୍ଦର ତରା
ବଉଲି ମହୁଲି ପବନ ହେଲେ ମୁଇଁ (୨ ଥର)
ତୁଇ ମୋର୍ କଅଁଲି ଖରା
ଝରା ଗୁନା ନାକ ପୁଟୁକି ଖୁସା କେ ଚାଉଁରି
ଆନି ଦେବି ନନୀ ଗା ତୋର ଗୋଡ କେ ପଇଁରି
ନାରି ନାରି ପିଲା ନାରିଂଗି ଖୁଆଲୁ (୨ ଥର)
କହି କଅଁଲିଆ କଥା ରେ
ଲବଂଗଲତା ମୋର୍ ଗଜ ମୁକୁତା ଲୋ କହ ପଦେ ମିଠା କଥା
ଏ ଫୁଲ୍ ରସିଆ ମୋର ମନ ବସିଆ ରେ ନାଇ ହୁଏ ଆରୁ କଥା
ସବୁ ରୁପ ଗୁନ ବିଧାତା ଗୁଟେଇ ତୋହର ନେ କରିଛେ ଠୁଲ (୨ ଥର)
ରୁପ ଆକାଶ ର ଚନ୍ଦର୍ ମା ତୁହି ଲୋ
ରୁପ ଆକାଶ ର ଚନ୍ଦର୍ ମା ତୁହି ଗା
କିଏ ହେବା ତୋର ତୁଲ
ତୁଇ ଧନ ମୋର ପିଂଜିରି ମୁଁଇ ତୋର ସାରୀ
ଆମେ ଦୁହେ ଉଡି ଜିମା ହେଇ ଜୁରା ଜୁରି
ଯୁଗେ ଯୁଗେ ଧନ ଯୁଗଲ ମିଲନ (୨ ଥର)
ଲୋକେ ହେଉ ଥିବେ କଥା ଏ
ଲବଂଗଲତା ମୋର୍ ଗଜ ମୁକୁତା ଲୋ କହ ପଦେ ମିଠା କଥା
ଉହୁଁ
ଏ ଲବଂଗଲତା ମୋର ଗଜ ମୁକୁତା ଲୋ କହ ପଦେ ମିଠା କଥା
ଭାବ ନିଆଲୀ ଚହଟ ମଲି ଭାଲି ଭାଲି କାଲି ନାଇ ମୁଁଜି ଆଖିରି ପତା
ଯା ଯା
ତୋର ବିନା ଧନ ନାଇ ବୁଝେ ମନ (୨ ଥର)
ସରା ବନେ ରାଏତ ସରତା ଲୋ
ଫୁଲ୍ ରସିଆ ମୋର ମନ ବସିଆ ରେ କାହିଁ ଜାନ୍-ବୁ ମନର୍ କଥା
ଆଛା
ଫୁଲ୍ ରସିଆ ମୋର ମନ ବସିଆ ରେ କାହିଁ ଜାନ୍-ବୁ ମନର୍ କଥା
ତୋତେ ଝୁରି ଝୁରି ମନ ହୁଏ ଘାରି ସବୁ ଲାଗେ ବିସ୍ ପିତା
ସତେ
କରୁଛେ କିରିଆ ଆରେ ଦଗାଦିଆ (୨ ଥର)
ତୋର୍ ଠାନେ ନାଇ ହୁଏ କଥା ରେ
ଲବଂଗଲତା ମୋର୍ ଗଜ ମୁକୁତା ଲୋ କହ ପଦେ ମିଠା କଥା