କଲା କାହ୍-ନୁ ହୋ ଆହୋ ପ୍ରଭୁ ବନମାଲୀ
ନାଇଁ ସୁନ ଗୁହାରି ମୋହନ ବଇଁଶୀଧାରି
ପ୍ରଭୁ ଡାକି ଡାକି ଥକିଗଲି
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ଗା ବନକାଲିଆ ଫୁଲମଲିଆ ନିଲରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ହୋ ବନକାଲିଆ ଫୁଲମଲିଆ ନିଲରତନ
କୃଷ୍ଣ କେ କରିଛେ ମୁହିଁ ଜୀବର ଜୀବନ ହୋ ବନକାଲିଆ ଫୁଲମଲିଆ ନୀଲରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ହୋ ବନକାଲିଆ ଫୁଲମଲିଆ ନିଲରତନ
ଗିରି ଗୋବର୍ଦ୍ଧନ ଧରା ଭାବୋବିନୋଦିଆ ମୋହନ ଭାବୋବିନୋଦିଆ
ଯମୁନା ତଟିଆ କାହ୍-ନୁ କଦମ ମୁଲିଆ ରେ କାହ୍-ନୁ କଦମ ମୁଲିଆ
ବଇଁଶୀ ବଜେଇ ରାଧା ଗୁରିର୍ ମୋହିନେଲା ମନ ହୋ ବନକାଲିଆ ଫୁଲମଲିଆ ନିଲରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ଗା ବନକାଲିଆ ଫୁଲମଲିଆ ନିଲରତନ
କେତେ ଗାଦି କେତେ ଧାମ ନୁରୀ ଥକି ଗଲି ମୋହନ ଖୁଜି ଥକି ଗଲି
କେହ୍ନେ ହେଲେ କଲିଆ କାହ୍-ନୁର୍ ଦେଖା ନାହି ପାଇଲି ହୋ ମୁହଁ ଦେଖା ନାହିଁ ପାଇଲି |
ତାହାର୍ ବିନା ଛିନା ମୋର ମନ ବୃନ୍ଦାବନ ହୋ ବନକାଲିଆ ଫୁଲମଲିଆ ନିଲରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ଗା ବନକାଲିଆ ଫୁଲମଲିଆ ନିଲରତନ |
କୃଷ୍ଣ କେ କରିଛେ ମୁହିଁ ଜୀବର ଜୀବନ ହୋ ବନକାଲିଆ ଫୁଲମଲିଆ ନୀଲରତନ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ ଗା ବନକାଲିଆ ଫୁଲମଲିଆ ନିଲରତନ |
ବନକାଲିଆ ଫୁଲମଲିଆ ନିଲରତନ