୬୦ ବର୍ଷ ଧରି, ଅକ୍ଷୟ ମହରଣା ଫର୍ନିଚର୍ସ ଏକ ପାରିବାରିକ କମ୍ପାନୀ ଭାବରେ କାମ କରୁଛି, ଏବଂ ବର୍ତ୍ତମାନ ତୃତୀୟ ପିଢ଼ୀରେ ପଦାରପଣ କରିଛି। ଆମେ ସାଗୁଆନ କାଠ ତିଆରି ହୋଇଥିବା ଶ୍ରେଷ୍ଠ, ଦୀର୍ଘକାଳୀନ ଫର୍ନିଚର ତିଆରି କରିଥାଉ, ଯାହାରେ ଖଟ, ସୋଫା, ଡ୍ରେସିଂ ଟେବୁଲ, ଚେୟାର ଇତ୍ୟାଦି ଥାଏ। ପାରମ୍ପରିକ କାର୍ୟ କୁ ଏବଂ ଆଧୁନିକ ଡିଜାଇନକୁ ମିଶାଇ ସର୍ବୋତ୍ତମ ଗୁଣବତ୍ତା ନିଶ୍ଚିତ କରିବାରେ ଆମର ନିଷ୍ଠା ଆମକୁ କିଛି ସ୍ଥାନୀୟ ପୁରସ୍କାର ଦେଇଛି। ଆମର ହାତ ତିଆରି ସାଗୁଆନ ଫର୍ନିଚରର ଶ୍ରେଷ୍ଠ ରେଞ୍ଜକୁ ଅନ୍ବେଷଣ କରିବା ପାଇଁ ଆମ କାରଖାନା କୁ ଆସନ୍ତୁ,ଯାହା ଆପଣଙ୍କର ଘର କିମ୍ବା କାର୍ଯ୍ୟାଳୟ ପାଇଁ ଉପଯୁକ୍ତ ରହିବ।
For over 60 years, Akshaya Moharana Furnitures has been a family-owned teak wood furniture maker, now proudly in its third generation. We specialize in crafting high-quality, durable furniture, including beds, sofas, dressing tables, and chairs, all designed to enhance your living space. Our commitment to traditional craftsmanship and modern design has earned us several local business awards, reflecting our dedication to quality and customer satisfaction. Visit us to explore our exquisite range of handcrafted teak furniture and discover the perfect pieces for your home or office.