Banner Marketing
Poster Fixing
Template Sharing
Visiting Card Provide
News Paper Ads
Display Through Vehicles
Individual Announcement
Banner Marketing
Banner marketing
ଆପଣ ଦେଖିଥିବେ ଯେ ରାସ୍ତାରେ ଯିବା ଆସିବା ବେଳେ ଲୋକମାନଙ୍କ ନଜର ଯଦି କୌଣସି Banner ଉପରେ ପଡ଼ିଯାଏ ତାହେଲେ ସେମାନେ ତାକୁ କେତେ ଆଗ୍ରହ ସହିତ ଦେଖିଥାନ୍ତି ଓ Bannerରେ ଥିବା ଲେଖାଗୁଡିକୁ ପଢିଥାନ୍ତି।
ଠିକ୍ ଏପରି ଭାବରେ ଯଦି ଆପଣ ନିଜର ବ୍ୟବସାୟକୁ Banner ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ପ୍ରକ୍ରିୟାକୁ ଉପଯୋଗ କରି ପାରିବେ କିମ୍ବା ଆମ ସହିତ ଯୋଗାଯୋଗ କରିପାରିବେ ।
Poster Fixing
Poster Marketing
ଆପଣ ଗଛଖୁଣ୍ଟ, ବିଦ୍ୟାଳୟ, ଘର କାନ୍ଥ ଉପରେ ଛୋଟ ଛୋଟ poster ଲାଗିଥିବାର ଦେଖିଥିବେ ଏହାକୁ poster Marketing କୁହାଯାଏ ।
ପୋଷ୍ଟରରେ ଆପଣଙ୍କର ବ୍ୟବସାୟ ବିବରଣୀ ଟାଇପ୍ କରନ୍ତୁ ଏବଂ ଏହାକୁ ଭିଡ଼ ଅଞ୍ଚଳରେ ରଖନ୍ତୁ, ଯାହାକୁ ଦେଖି ଆପଣଙ୍କ ବ୍ୟବସାୟ ବିଷୟରେ ଲୋକମାନେ ଅଧିକ ଜାଣି ପାରିବେ |
Template Sharing
Templates Marketing
ଆପଣଙ୍କ ବ୍ୟବସାୟର ଏକ ଛୋଟ ଟେମ୍ପଲେଟ୍ ତିଆରି କରି ଆପଣ ବ୍ୟକ୍ତିଗତ ଭାବେ ଏହାକୁ ବଜାରରେ ଥିବା ଲୋକମାନଙ୍କୁ ଯୋଗାଇ ପାରିବେ, ପର୍ବପର୍ବାଣୀ ହେଉଥିବା ଯାଗାରେ ବା ଭିଡ଼ ଅଞ୍ଚଳରେ ଏହାକୁ ବିତରଣ କରି ପାରିବେ । ଯାହାଦ୍ୱାରା ଆପଣଙ୍କର ବ୍ୟବସାୟ ବିଷୟରେ ଲୋକମାନଙ୍କ ଭିତରେ ଆଲୋଚନା ସୃଷ୍ଟି ହେବ |
Visiting Card Provide
Visiting card
ଆପଣ ଆପଣଙ୍କର Visiting କାର୍ଡକୁ ଆପଣଙ୍କ ବ୍ୟବସାୟ ପ୍ରତି ଆଗ୍ରହୀ ଥିବା ଲୋକମାନଙ୍କୁ ବିତରଣ କରିପାରିବେ ଯାହାଦ୍ଵାରା ସେମାନେ ଆପଣଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ।
News Paper Ads
News paper marketing
ନ୍ୟୁଜ ପେପରରେ ଆପଣ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ଦେଖାଇ ଖୁବ୍ କମ୍ ସମୟ ମଧ୍ୟରେ ଲୋକମାନଙ୍କ ନିକଟକୁ ଆପଣଙ୍କ ବ୍ୟବସାୟର ବିବରଣୀ ପହଞ୍ଚାଇ ପାରିବେ।
Display Through Vehicles
Vehicle marketing
ଆପଣ କିଛି ଏମିତି ଅଟୋ ରିକ୍ସାବାଲାଙ୍କ ସହିତ ଯୋଗାଯୋଗ କରିପାରିବେ ଯେଉଁମାନେ କି ଲୋକମାନଙ୍କ ସହିତ ଭଳ କଥାବାର୍ତ୍ତା କରୁଥିବେ ଓ ଲୋକମାନଙ୍କ ସହିତ ତାଙ୍କର ଭଳ ସମ୍ପର୍କ ଥିବ | ଆପଣ ସେମାନଙ୍କ ଗାଡିରେ ବ୍ୟାନର ଲଗାଇ ଲୋକଙ୍କୁ ଆପଣଙ୍କର ବ୍ୟବସାୟ ବିଷୟରେ ଜାଗ୍ରତ କରିପାରିବେ |
Individual Announcement
Announcements
କିଛି ଜଣାଶୁଣା ଲୋକପ୍ରିୟ ଲୋକମାନଙ୍କ ଠାରୁ ଆପଣ ଆପଣଙ୍କର ବ୍ୟବସାୟ ବିଷୟରେ ଘୋଷଣା କରିପାରିବେ |
ଏହା ଏକ Effective Way ଯାହା ମାଧ୍ୟମରେ ଆପଣ ଲୋକମାନଙ୍କ ହୃଦୟକୁ ଜିତି ପାରିବେ ।