ଗଳ୍ପ ନାୟିକା
ତ୍ରିଲୋଚନ କାର୍ଯୀଙ୍କ ଗଳ୍ପ ସଂକଳନ
ପ୍ରଥମ ସଂସ୍କରଣ : ଜାନୁଆରୀ ୨୦୨୩
ତ୍ରିଲୋଚନ କାର୍ଯୀ ଜଣେ ତରୁଣ ପିଢିର ଲେଖକ। "ଗଳ୍ପ ନାୟିକା" ଗଳ୍ପ ସଙ୍କଳନରେ ତାଙ୍କର ଜୀବନର ଅନେକ ସ୍ମତିଲିପି ଯାହା ଛୋଟ ଗପ ଆକାରରେ ପ୍ରକାଶିତ। ଯେଉଁ ଗପ ସବୁରେ ତାଙ୍କ ଘଟିଥିବା ଘଟଣାର କଥାବସ୍ତୁରେ ଗୋଟାଏ ଗୋଟାଏ ନଷ୍ଟାଲଜିଆ ବୋଲି କହିପାରିବା।
ବଳରାମ ନାୟକ
ସମ୍ପାଦକ || ପ୍ରକାଶକ
ଯୋଗାଯୋଗ : ଭୁବନେଶ୍ୱର -1 // ନେହୁର ନଗର ,ରାୟଗଡା ,ଓଡିଶା -765001
ଦୂରଭାଷ : 7978190534 / 7325809285