TIMOTHY, THE TIGER-cub, was discovered by Grandfather on a hunting expedition in the Terai Jungle near Dehra. Grandfather was no Shikari, but as he knew the forests of the Siwalik hills better than most people, he was requested to accompany the party – it consisted of several very important persons from Delhi – to advise on the land and the direction the beaters should take once a tiger had been spotted. The camp itself was sumptuous – seven large tents (one for each shikari), a dining tent, and a number of servants’ tents.
The dinner was very good, as grandfather admitted afterward; it was not often that one saw hot-water plates, finger glasses, and seven or eight courses, in a tent in the jungle! But that was how things were done in the days of the Viceroys. There were also some fifteen elephants, four of them with howdahs for the shikaris, and the others specially trained for taking part in the beat.
ତିମୋଥି ଏକ ବାଘଛୁଆ ଥିଲା ଯାହାକୁ ଡେହେରା ନିକଟସ୍ଥ ତରାଇ ଜଙ୍ଗଲକୁ ଶିକାର ଅଭିଯାନରେ ଯାଇଥିବାବେଳେ ଜେଜେବାପା ପାଇଥିଲେ । ଜେଜେବାପା ଶିକାରୀ ନ ଥିଲେ, କିନ୍ତୁ ସିୱାଲିକ୍ ପାର୍ବତ୍ୟାଞ୍ଚଳର ଜଙ୍ଗଲ ବିଷୟରେ ସେ ଅନ୍ୟାନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଭଲ ଭାବରେ ଜାଣିଥିବାରୁ ତାଙ୍କୁ ଦଳ ସହ ଯିବାକୁ ଅନୁରୋଧ କରାଯାଇଥିଲା । ଦଳଟିରେ ଅନେକ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ସାମିଲ ଥିଲେ । ଜଙ୍ଗଲରେ ଉପଦେଶ ଦେବା ଓ ବାଘର ସ୍ଥିତି ଜଣାପଡ଼ିବା ମାତ୍ରେ ଶିକାରୀମାନେ କେଉଁ ଦିଗ ନେବା ଉଚିତ ସେ ବିଷୟରେ ପରାମର୍ଶ ଦେବା l ଶିବିରଟି ଏକାନ୍ତଭାବେ ଖର୍ଚ୍ଚବହୁଳ ଥିଲା । ପ୍ରତ୍ୟେକ ଶିକାରୀଙ୍କ ଗୋଟିଏ ଲେଖାଏଁ ସାତଟି ବଡ଼ ତମ୍ବୁ, ଏକ ଡାଇନିଂ ତମ୍ବୁ, ଏବଂ ଅନେକ ସେବକଙ୍କ ତମ୍ବୁ।
ପରେ ଜେଜେବାପା ସ୍ୱୀକାର କରିଥିବାରୁ ରାତ୍ରି ଭୋଜନ ବହୁତ ଭଲ ଥିଲା । ପ୍ରାୟତଃ ଜଙ୍ଗଲର ଏକ ତମ୍ବୁରେ ଗରମ ପାଣି ପ୍ଲେଟ୍, ଆଙ୍ଗୁଠି ଚଷମା ଏବଂ ସାତ-ଆଠଟି କୋର୍ସ ଦେଖିବାକୁ ମିଳୁନଥିଲା ମାତ୍ର ତାହା ସେଠାରେ ମିଳୁଥିଲା । ଭାଇସ୍ୟଙ୍କ ସମୟରେ ଏପରି ସବୁ ଜିନିଷ ମିଳୁଥିଲା । ସେଠାରେ ପ୍ରାୟ ୧୫ଟି ହାତୀ ଥିଲେ, ତନ୍ମଧ୍ୟରୁ ୪ଟି ହାତୀ ଉପରେ ଏକାଧ୍ଵ ଶିକାରୀଙ୍କ ନିମନ୍ତେ ବସିବା ସ୍ଥାନ ସଂଲଗ୍ନ ଥିଲା ଏବଂ ଅନ୍ୟ ହାତୀଗୁଡ଼ିକୁ ଶିକାର କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା ।
Word Meaning / Glossary:
consisted – compromised (ଗଠିତ)
taking part – accompany
tiger-cub – young tiger
hunting – ଶିକାର
expedition – a journey for a particular purpose
several – a few, many
beaters – hunters (ଶିକାରୀ)
spotted – saw, noticed, identified
camp – ଶିବିର
a number of – many (ଅନେକ/ଅସଂଖ୍ୟ)
sumptuous – splendid, lavish, costly (ଖର୍ଚ୍ଚବହୁଳ)
admitted – agreed, confessed (ପ୍ରକାଶ କଲେ|ରାଜି ହେଲେ) .
howdahs – a seat for riding on the back of an elephant or a camel
beat – game ଖେଳ
The sportsmen never saw a tiger, nor did they shoot anything else, though they saw a number of deer, peacocks, and wild boar. They were giving up all hope of finding a tiger and were beginning to shoot at jackals, when Grandfather, strolling down the forest path at some distance from the rest of the party, discovered a little tiger about eighteen inches long, hiding among the intricate roots of a banyan tree. Grandfather picked him up, and brought him home after the camp had broken up. He had the distinction of being the only member of the party to have bagged any game, dead or alive.
କ୍ରୀଡ଼ାବିତ ମାନେ କେବେ ବି ବାଘ ଦେଖିନଥିଲେ କିମ୍ବା ଅନ୍ୟ କିଛି ଗୁଳି କରିନଥିଲେ, ଯଦିଓ ସେମାନେ ଅନେକ ହରିଣ, ମୟୂର ଏବଂ ଜଙ୍ଗଲୀ ଘୁଷୁରି ଦେଖିଥିଲେ। ସେମାନେ ବାଘଟିଏ ପାଇବା ଆଶା ଛାଡ଼ି ଦେଇଥିଲେ ଏବଂ ବିଲୁଆମାନଙ୍କୁ ଶିକାର କରିବା ଆରମ୍ଭ କରି ଦେଇଥିଲେ । ଯେତେବେଳେ ବଣ୍ୟରାସ୍ତାରେ ଦଳର ଅନ୍ୟମାନଙ୍କଠାରୁ କିଛି ଦୂରରେ ଜେଜେବାପା ଏଣେତେଣେ ଉଦ୍ଦେଶ୍ୟହୀନ ଭାବେ ବୁଲୁଥିଲେ, ସେ ଏକ ୧୮ ଇଞ୍ଚ ଲମ୍ବର ବାଘଛୁଆକୁ ଏକ ବରଗଛର ଚେରସନ୍ଧିରେ ଲୁଚିଥିବାର ଦେଖିଥିଲେ । ଜେଜେବାପା ତାକୁ ଉଠାଇ ଆଣିଲେ ଏବଂ ଶିବିର ଉଠିଯିବା ପରେ ଘରକୁ ନେଇ ଆସିଲେ । ସେ ଦଳରେ ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ଘରକୁ ମୃତ ଅଥବା ଜୀବନ୍ତ ଭାବେ ଏକ ଶିକାର ଆଣି ପାରିଥିଲେ ।
Word Meaning / Glossary:
discovered – found out (ଆବିଷ୍କାର କଲେ)
broken up – closed (ଶେଷ ହେଲା)
distinction – good name
deer – a wild animal
peacock – a large bird (ମୟୂର )
wild boar – ବଣୁଆ ଘୁଷୁରୀ |
give up – ପରିତ୍ୟାଗ କରିବା
stroll – a slow relaxed walk
intricate – having a lot of different parts and small details that fit together
pick up – lift something
At first the tiger cub, who was named Timothy by Grandmother, was brought up entirely on milk given to him in a feeding bottle by our cock, Mahmoud. But the milk proved too rich for him, and he was put on a diet of raw mutton and cod liver oil, to be followed later by a tempting diet of pigeons and rabbits.
Timothy was provided with two companions – Toto, the monkey, who was bold enough to pull the young tiger by the tail, and then climb up the curtains if Timothy lost his temper, and a small mongrel puppy, found on the road by Grandfather.
ଜେଜେମା’ଙ୍କଦ୍ୱାରା ତିମୋଥି ନାମରେ ନାମିତ ହୋଇଥିବା ବାଘଛୁଆଟି ପ୍ରଥମେ ରୋଷେୟା ମାସୁଦ୍ଦ୍ୱାରା ବୋତଲରେ ପୂରାଇ ଦିଆଯାଉଥିବା କ୍ଷୀରଦ୍ୱାରା ସମ୍ପୂର୍ଣ୍ଣରୂପେ ପାଳିତ ହୋଇଥିଲା । ମାତ୍ର କ୍ଷୀର ତା’ ପାଇଁ ଖୁବ୍ ବ୍ୟୟବହୁଳ ଥିଲା ଏବଂ ତାକୁ କଞ୍ଚାମାଂସ ଓ କଡ଼୍ ତେଲ ଖାଇବାକୁ ଦିଆଗଲା ଓ ପରେ ପାରା ଓ ଠେକୁଆମାନଙ୍କ ଲୋଭନୀୟ ଖାଦ୍ୟ ଦିଆଗଲା । ତିମୋଥି ଦୁଇଜଣ ବନ୍ଧୁ ଥିଲେ – ଟୋଟୋ ନାମକ ମାଙ୍କଡ଼ ଯିଏକି ସାହସ କରି ବାଘଛୁଆର ଲାଞ୍ଜକୁ ଟାଣି ଦେଉଥିଲା ଏବଂ ତିମୋଥି ଯଦି ରାଗି ଯାଉଥିଲା ତେବେ ସେ ପରଦା ଉପରକୁ ଚଢ଼ି ଯାଉଥିଲା ଏବଂ ଅନ୍ୟ ଏକ କୁକୁର ଛୁଆଟିଏ ଯାହାକୁ ଜେଜେବାପା ରାସ୍ତାକଡ଼ରୁ ପାଇଥିଲେ ।
At first Timothy appeared to be quite afraid of the puppy, and darted back with a spring if it came too near. Finally, he allowed the puppy to crawl on his back and rest there! One of Timothy’s favorite amusements was to stalk anyone who should play with him, and so, when I came to live with Grandfather, I became one of the tiger’s favourites. With a crafty look in his glittering eyes, and his body crouching, he would creep closer and closer to me, suddenly making a dash for my feet, rolling over on his back and kicking with delight, and pretending to bite my ankles.
ପ୍ରଥମେ ପ୍ରଥମେ ତିମୋଥି କୁକୁର ଛୁଆକୁ ଡରିବା ଭଳି ଜଣାପଡୁଥିଲା ଏବଂ ଏହା ତା’ର ଖୁବ୍ ନିକଟକୁ ଆସିଗଲେ କୁଦାମାରି ପଳାଇ ଯାଉଥିଲା । ଶେଷରେ ସେ କୁକୁରଛୁଆକୁ ତା’ ପିଠିରେ ଘଷିହେବାକୁ ଓ ଶୋଇବାକୁ ଅନୁମତି ଦେଲା । ଯିଏ ତା’ ସହିତ ଖେଳୁଥୁଲା ତା’ ପଛେପଛେ ଲୁଚିଛପି ଯିବା ତିମୋଥିର ପ୍ରିୟ କୌତୁକ ଥୁଲା; ଯେତେବେଳେ ମୁ ଜେଜେବାପାଙ୍କ ସହିତ ରହିବା ପାଇଁ ଆସିଲି, ମୁଁ ବାଘର ଅନ୍ୟତମ ପ୍ରିୟ ହୋଇଗଲି l ତାର ଚକ୍ଚକ୍ କରୁଥିବା ଆଖିରେ ସେ ଜାକିଜୁକି ହୋଇ ମୋ ନିକଟକୁ ଘୁଞ୍ଚି ଘୁଞ୍ଚି ଆସେ, ହଠାତ୍ ମୋ ପାଦକୁ ଧରିବାକୁ କୁଦା ମାରେ, ପିଠିରେ ଗଡ଼ିଯାଇ ଗୋଡ଼ ବାଡ଼ାଏ ଏବଂ ମୋ’ର ଗୋଇଠି ଦୁଇଟିକୁ କାମୁଡ଼ିବାର ଛଳନା କରେ ।
Word Meaning / Glossary:
appear – to be seen
quite – complete
darted back – drew back
stalk – follow stealthily
amusement – entertainment
a crafty look – a clever look
glittering – shining
with a spring – with a jump
to crawl – to walk on the chest
rest – sit
crouch – bend the knees and bring the upper body forward and down
creep – slow-moving
dash – run rapidly
kicking with delight – ଆନନ୍ଦରେ କିସ୍
pretend – feign (ଛଳନା)
He was by this time the size of a full-grown retriever, and when I took him out for walks, people on the road would give us a wide berth. When he pulled hard on his chain, I had difficulty in keeping up with him. His favorite place in the house was the drawing-room, and he would make himself comfortable on the long sofa, reclining there with great dignity, and snarling at anybody who tried to get him off.
Timothy had clean habits and would scrub his face with his paws exactly like a cat. He slept at night in the cook’s quarters and was always delighted at being let out by him in the morning. ‘One of these days, declared Grandfather in his prophetic manner, ‘we are going to find Timothy sitting on Mahmoud’s bed, and no sign of the cook except his clothes and shoes!’
ସେତେବେଳକୁ ସେ ଏକ ପୂର୍ଣ-ବୃଦ୍ଧିପ୍ରାପ୍ତ ରିଟ୍ରିଭର କୁକୁର ଆକାରର ହୋଇ ଯାଇଥିଲା ଏବଂ ମୁଁ ଯେତେବେଳେ ତାକୁ ଚଲାଇବାକୁ ବାହାରକୁ ନେଉଥୁଲି, ଲୋକମାନେ ତା’ପାଇଁ ଅଧୂକ ଜାଗା ଛାଡ଼ି ଦେଉଥିଲେ । ସେ ଯେତେବେଳେ ଲୁହାକଡ଼ିରେ ବନ୍ଧାହେବା ଅବସ୍ଥାରେ ଜୋର୍ରେ ଟାଣୁଥିଲା । ମୁଁ ତାକୁ ସମ୍ଭାଳି ରଖୁବା କଷ୍ଟକର ହେଉଥିଲା । ଘରେ ତା’ର ସବୁଠାରୁ ପ୍ରିୟ ସ୍ଥାନ ଥିଲା ବୈଠକ ଗୃହ ଏବଂ ସେ ସେଠାରେ ଏକ ଲମ୍ବା ସୋଫା ଉପରେ ମର୍ଯ୍ୟାଦାର ସହ ଶୋଉଥିଲା ଏବଂ ଯିଏ ତାଙ୍କୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲା ସେ ତାଙ୍କ ଉପରେ ଚିତ୍କାର କରୁଥିଲା l
ତିମୋଥି ସଫାସୁତୁରା ରହିବା ଅଭ୍ୟାସ ଥିଲା ଏବଂ ସେ ବିଲେଇଟିଏ ଭଳି ନିଜ ପଞ୍ଝାରେ ମୁହଁକୁ ଘଷି ସଫା କରୁଥିଲା । ସେ ରାତିରେ ରୋଷେୟାଙ୍କ ପାଇଁ ଉଦ୍ଦିଷ୍ଟ ଘରେ ଶୋଉଥିଲା ଏବଂ ସକାଳେ ସେ ତାକୁ ବୁଲାଇବାକୁ ନେବାବେଳେ ଖୁବ୍ ଖୁସି ହେଉଥିଲା । ଦିନେ ଜେଜେବାପା ଦାର୍ଶନିକ ଭଳି କହିଲେ, ‘ଦିନେ ଆମେ ଦେଖୁବା ତିମୋଥି ମାମୁଦ୍ରର ବିଛଣା ଉପରେ ବସି ଥିବ ଏବଂ ରୋଷେୟାର ଜୋତା ଏବଂ ପୋଷାକ ଛଡ଼ା ଅନ୍ୟ କିଛି ଚିହ୍ନବର୍ଣ୍ଣ ନଥିବ ।’’
Of course, it never came to that, but when Timothy was about six months old a change came over him; he grew steadily less friendly. When out for a walk with me, he would try to steal away to stalk a cat or someone’s pet Pekinese. Sometimes at night, we would hear frenzied cackling from the poultry house and in the mornings there would be feathers lying all over the veranda. Timothy had to be chained up more often.
ଅବଶ୍ୟ ଏପରି କେବେ ଘଟି ନ ଥୁଲା; କିନ୍ତୁ ତିମୋଥି ଯେତେବେଳେ ପ୍ରାୟ ୬ ମାସର ହେଲା, ତାର ଏକ ବିରାଟ ପରିବର୍ତ୍ତନ ଆସିଲା । ସେ କ୍ରମାଗତ ଭାବରେ ବଢ଼ୁଥିଲା ଏବଂ ମିଳାମିଶା କରିବା କମ କରିଦେଇଥିଲା। ଯେତେବେଳେ ମୋ ସହିତ ଚାଲିବାକୁ ଯାଉଥିଲା, ସେ ଲୁଚିଛପି ଗୋଟିଏ ବିଲେଇ ବା କାହାର ପୋଷାଜୀବଙ୍କୁ ଉଠାଇ ନେଉଥିଲା । ବେଳେବେଳେ ରାତିରେ କୁକୁଡ଼ା ଘରୁ ଉତ୍ତେଜନାମୂଳକ ଚିତ୍କାର ଶୁଣିବାକୁ ମିଳୁଥିଲା ଏବଂ ସକାଳେ ବାରଣ୍ଡାରେ ସେମାନଙ୍କର ପର ପଡିରହିଥିବାର ଦେଖିବାକୁ ମିଳୁଥିଲା । ଟିମୋଥ୍ ପ୍ରାୟତଃ ସବୁବେଳେ ବନ୍ଧା ହୋଇ ରହୁଥିଲା ।
And finally, when he began to stalk Mahmoud about the house with what looked like villainous intent, Grandfather decided it was time to transfer him to a zoo. The nearest zoo was Lucknow, two hundred miles away. Reserving a first-class compartment for himself and Timothy-no one would share a compartment with them- Grandfather took him to Lucknow where the zoo authorities were only too glad to receive as a gift a well-fed and fairly civilized tiger.
ଯେତେବେଳେ ସେ ମହମଦକୁ ମନ୍ଦ ଉଦ୍ଧେଶ୍ୟ ରଖି ଘରସାରା ଅନୁସରଣ କଲା, ସେତେବେଳେ ଜେଜେବାପା ନିଷ୍ପତ୍ତି ନେଲେ ଯେ ଏବେ ତାକୁ ଚିଡ଼ିଆଖାନାକୁ ସ୍ଥାନାନ୍ତର କରିବାର ସମୟ ଆସିଯାଇଛି । ଦୁଇଶହ ମାଇଲ ଦୂରସ୍ଥ ଲକ୍ଷ୍ନୌରେ ଥିବା ଚିଡ଼ିଆଖାନା ନିକଟତମ ଥିଲା । ଜେଜେବାପା ତିମୋଥି ପାଇଁ ଏକ ପ୍ରଥମ ଶ୍ରେଣୀ ବଗି ସଂରକ୍ଷିତ କରି ତାକୁ ଲକ୍ଷ୍ନୌ ନେଲେ କାରଣ ସେମାନଙ୍କ ସହ କେହି ବଗିରେ ଯିବାକୁ ଚାହିଁବେ ନାହିଁ । ସେଠାରେ ଚିଡ଼ିଆଖାନାର କର୍ମକର୍ତ୍ତାମାନେ ଖୁସିର ସହ ହୃଷ୍ଟପୁଷ୍ଟ ଏବଂ ଯଥେଷ୍ଟ ସଭ୍ୟ ପୋଷାବାଘଟିକୁ ଉପହାର ରୂପେ ଗ୍ରହଣ କଲେ ।
Word Meaning / Glossary:
steadily – gradually
stalk – follow stealthily
steal away – to sneak
frenzied cackling – violent cry, or noise of the chickens
villainous – with evil motives
grew less friendly – became friendless
poultry – the shed of chicks
reserving – keeping for a person
compartment – a coach
Pekinese – a kind of dog
reserve – ସଂରକ୍ଷଣ
glad – happy
fairly – beautifully
fairly civilized – (here) tamed very gently
About six months later, when my grandparents were visiting relatives in Lucknow, Grandfather took the opportunity of calling at the zoo to see how Timothy was getting on. I was not there to accompany him, but I heard all about it when he returned to Dehra. Arriving at the zoo, Grandfather made straight for the particular cage in which Timothy had been locked up. The tiger was there, crouched in a corner, full-grown and with a magnificent striped coat. ‘Hello Timothy ! said grandfather and, climbing the railing with ease, he put his arm through the bars of the cage.
ଛଅ ମାସ ପରେ ଯେତେବେଳେ ମୋ ଜେଜେବାପା ଓ ଜେଜେମା’ ଲକ୍ଷ୍ନୌରେ ଥିବା ସେମାନଙ୍କ ସମ୍ପର୍କୀୟମାନଙ୍କୁ ଭେଟିବାକୁ ଯାଇଥିଲେ, ଜେଜେବାପା ଚିଡ଼ିଆଖାନାକୁ ଯିବା ଓ ତିମୋଥି କିପରି ଅଛି ଦେଖିବାର ସୁଯୋଗ ନେଲେ । ମୁଁ ସେତେବେଳେ ସହାୟତା କରିବା ପାଇଁ ତାଙ୍କ ସହିତ ନ ଥୁଲି, କିନ୍ତୁ ସେ ଡେରା ଫେରିଲା ପରେ ମୁଁ ସେ ବିଷୟରେ ସବୁ ଶୁଣିବାକୁ ପାଇଲି । ଚିଡ଼ିଆଖାନାରେ ପହଞ୍ଚି ଜେଜେବାପା ଚିଡ଼ିଆଖାନାରେ ତିମୋଥିକୁ ଯେଉଁ ଜନ୍ତାରେ ରଖାଯାଇଥିଲା ସେଠାକୁ ସିଧା ଗଲେ । ବାଘଟି ସେଠାରେ ଗୋଟିଏ କୋଣରେ ଗୋଡ଼ଭାଙ୍ଗି ବସି ରହିଥିଲା । ସେ ପୂର୍ଣ୍ଣ ବୃଦ୍ଧିପ୍ରାପ୍ତ ହୋଇଥିଲା ଏବଂ ତା ଦେହରେ ଚମତ୍କାର ଛକ ଦାଗସବୁ ଥିଲା । ଜେଜେବାପା ‘ହେ ଟିମୋଥ୍ !’ ବୋଲି କହିଲେ ଏବଂ ସ୍ବଚ୍ଛନ୍ଦରେ ଲୁହା ଧାର ଉପରେ ଚଢ଼ିଯାଇ ଜନ୍ତାର ଲୁହା ବାଡ଼ା ଭିତରେ ହାତ ପୂରାଇଲେ ।
Word Meaning/Glossary:
opportunity – chance
accompany – to go with
straight – ସିଧା
crouch – bend the knees and bring the upper body forward and down
magnificent – very beautiful
striped – having stripes
The tiger approached the bars, and allowed Grandfather to put both hands around his head. Grandfather stroked the tiger’s forehead and ticked his ear, and, whenever he growled, smacked him across the mouth, which was his old way of keeping him quiet. He licked Grandfather’s hands and only sprang away when a leopard in the next cage snarled at him. Grandfather ‘shoed’ the leopard away, and the tiger returned to lick his hands, but every now and then the leopard would rush at the bars, and the tiger would slink back to his corner.
ବାଘଟି ଲୁହା ବାଡ଼ା ନିକଟକୁ ଆସିଲା ଏବଂ ଜେଜେବାପାଙ୍କୁ ତା’ ମୁଣ୍ଡ ଚାରିପଟେ ଦୁଇ ହାତ ରଖିବାକୁ ଦେଲା। ଜେଜେବାପା ତା’ର ମୁଣ୍ଡକୁ ଆଉଁସିଦେଲେ ଓ କାନକୁ ମୋଡ଼ିଲେ । ସେ ଯେତେବେଳେ ଗର୍ଜନ କରୁଥିଲା ସେ ତା’ ପାଟିକୁ ଥାପୁଡ଼େଇ ଦେଉଥିଲେ, ଯାହାକି ବାଘକୁ ନୀରବ ରଖିବାକୁ ସେ ପୂର୍ବରୁ କରୁଥିଲେ । ସେ ଜେଜେବାପାଙ୍କ ହାତ ଦୁଇଟିକୁ ଚାଟୁଥିଲା ଏବଂ ଯେତେବେଳେ ଠିକ୍ ପରବର୍ତ୍ତୀ ଯନ୍ତାରେ ଥିବା ଚିତାବାଘଟି ତା’ପ୍ରତି ଖିଙ୍କାରି ହେଉଥିଲା ସେତେବେଳେ ଦୂରକୁ ଚାଲଯାଉଥିଲେ । ଜେଜେବାପା ଜୋତାରେ ବାଡ଼େଇବା ଶବ୍ଦ କରି ଚିତାବାଘକୁ ଘଉଡ଼ାଇ ଦେଲେ ଏବଂ ବାଘଟି ତାଙ୍କ ହାତ ଚାଟିବାକୁ ଫେରୁଥିଲା । କିନ୍ତୁ ପ୍ରତି ମୁହୂର୍ତ୍ତରେ ଚିତାବାଘଟି ବାଡ଼ା ନିକଟକୁ ଚାଲି ଆସୁଥୁଲା ଓ ବାଘଟି ଗୋଟିଏ କୋଣକୁ ଘୁଞ୍ଚି ଯାଉଥିଲା ।
Word Meaning / Glossary:
approach – reach, come near
stroke – move one’s hand with gentle pressure
ticked – turned up slightly
growled – a low rumbling sound out of anger
quiet – keeping silent
licked – moving tongue across the surface
sprang away – moved away quickly
snarled – barked angrily
rush – move fast
slink – move in a stealthily way
shoed away – drove away
A number of people had gathered to watch the reunion when a keeper pushed his way through the crowd and asked grandfather what he was doing. I’m talking to Timothy’, said Grandfather, ‘Weren’t you here when I gave him to the zoo six months ago?” 7 haven’t been here very long, said the surprised keeper, ‘Please continue your conversation. But I have never been able to touch him myself, he is always very bad-tempered. Why don’t you put him somewhere else?’ suggested Grandfather.
‘That leopard keeps frightening him. I’ll go and see the Superintendent about it. Grandfather went in search of the superintendent of the zoo, but found that he had gone home early; and so, after wandering about the zoo for a little while, he returned to Timothy’s cage to say goodbye. It was beginning to get dark.
ଏହି ପୁନର୍ମିଳନକୁ ଦେଖିବାକୁ ଅନେକ ଲୋକ ସେଠାରେ ଭିଡ଼ ଜମାଇ ସାରିଥିଲେ; ଯେତେବେଳେ ଜଣେ ଜଗୁଆଳୀ ଭିଡ଼ ଠେଲି ଭିତରକୁ ପଶିଲା ଓ ଜେଜେବାପାଙ୍କୁ ସେ କ’ଣ କରୁଛନ୍ତି ବୋଲି ପଚାରିଲା । ଜେଜେବାପା କହିଲେ, ‘ମୁଁ ତିମୋଥି ସହ କଥା ହେଉଛି । ମୁଁ ଯେତେବେଳେ ୬ ମାସ ତଳେ ତାକୁ ଚିଡ଼ିଆଖାନାକୁ ପଠାଇଥୁଲି ସେତେବେଳେ ତୁମେ ଏଠାରେ ନ ଥୁଲ କି? ଜଗୁଆଳୀ ଆଶ୍ଚର୍ଯ୍ୟ ହୋଇ କହିଲା, ‘ମୁଁ ଏଠାରେ ଖୁବ୍ କମ୍ ଦିନ ହେଲା ଅଛି । ଦୟାକରି ଆପଣଙ୍କ କଥାବାର୍ତ୍ତା ଚାଲୁ ରଖନ୍ତୁ । କିନ୍ତୁ ମୁଁ ତାକୁ କେବେହେଲେ ନିଜେ ଛୁଇଁ ପାରି ନାହିଁ, କାରଣ ସେ ସବୁବେଳେ କ୍ରୋଧୃତ ଅବସ୍ଥାରେ ଥାଏ ।’’ ଜେଜେବାପା ପ୍ରସ୍ତାବ ଦେଇ କହିଲେ, ‘ତୁମେ ତାକୁ କାହିଁକି ଅନ୍ୟ କେଉଁଠାରେ ରଖୁନାହଁ ।
ସେହି ଚିତାବାଘଟି ତାକୁ ଭୟଭୀତ କରି ରଖୁଛି । ମୁଁ ଯାଇ ତତ୍ତ୍ୱାବଧାରକଙ୍କୁ ଦେଖାକରି ଏ ବିଷୟରେ କଥା ହେବି।’’ ଜେଜେବାପା ଚିଡ଼ିଆଖାନାର ତତ୍ତ୍ୱବଧାରକଙ୍କ ଅନ୍ଵେଷଣରେ ଚାଲିଗଲେ, କିନ୍ତୁ ଦେଖିଲେ ଯେ ସେ ଶୀଘ୍ର ଘରକୁ ପଳାଇ ଯାଉଛନ୍ତି । ତେଣୁ ଚିଡ଼ିଆଖାନାରେ କିଛି ସମୟ ଏଣେତେଣେ ବୁଲିବା ପରେ ସେ ତିମୋଥିରୁ ବିଦାୟ ନେବା ପାଇଁ ତା’ ଯନ୍ତା ନିକଟକୁ ଆସିଲେ । ସେତେବେଳକୁ ଚାରିଆଡ଼ ଅନ୍ଧାର ହେବା ଆରମ୍ଭ ହୋଇ ଯାଇଥିଲା ।
Word Meaning / Glossary:
in search of – to find someone
a number of people – ଅନେକ ଲୋକ
gathered – ଏକତ୍ରିତ ହେଲା |
conversation – ବାର୍ତ୍ତାଳାପ |
bad-tempered – easily annoyed
suggested – gave the proposal
frightening – causing to be afraid
wander – walk aimlessly
to get dark – became evening
He had been stroking and slapping Timothy for about five minutes when he found another keeper observing him with some alarm. Grandfather recognized him as the keeper who had been there when Timothy had first come to the zoo. You remember me, Grandfather. ‘Now why don’t you transfer Timothy to another cage, away from this stupid leopard? ‘But – sir’ stammered the keeper, ‘it is not your tiger’. I know said Grandfather testily.
1 realize he is no longer mine. But you might at least take a suggestion or two from me. I remember your tiger very well,’ said the keeper. ‘He died two months ago.’ ‘Died’! exclaimed Grandfather. ‘Yes, Sir, of pneumonia. This tiger was trapped in the hills only last month, and he is very dangerous!’ Grandfather could think of nothing to say. The tiger was still licking his arm, with increasing relish. Grandfather took what seemed to him an age to withdraw his hand from the cage. With his face near the tiger’s, he mumbled, ‘Good night, Timothy’, and giving the keeper a scornful look, walked briskly out of the zoo.
ସେ ପାଞ୍ଚମିନିଟ୍ ଧରି ଟିମୋଥ୍କୁ ଆଉଁସୁଥିଲେ ଓ ଥାପୁଡ଼ାଉଥିଲେ ସେତେବେଳେ ଆଉ ଜଣେ ଜଗୁଆଳୀ ଭୟବିହ୍ବଳ ହୋଇ ତାଙ୍କୁ ଲକ୍ଷ୍ୟ କରୁଥିବାର ସେ ଦେଖିଲେ । ଜେଜେବାପା ତାଙ୍କୁ ଚିହ୍ନିଲେ, ତିମୋଥି ପ୍ରଥମେ ଚିଡ଼ିଆଖାନାକୁ ଆସିବାବେଳେ ସେ ସେଠାରେ ଥିଲା । ଜେଜେବାପା ପଚାରିଲେ, ‘ତୁମେ ମୋତେ ଚିହ୍ନିପାରୁଛ ତ! ଏବେ ଟିମୋଥ୍ ତୁମେମାନେ କାହିଁକି ଏହି ମୂର୍ଖ ଚିତାବାଘ ନିକଟରୁ ଦୂରକୁ ଅନ୍ୟ ଏକ ଯନ୍ତାକୁ ସ୍ଥାନାନ୍ତର କରୁନାହଁ? ଜଗୁଆଳୀଟି ଖନେଇ ଖନେଇ କହିଲା, ‘କିନ୍ତୁ ମହାଶୟ, ଏହା ଆପଣଙ୍କର ବାଘ ନୁହେଁ ।’’ ଜେଜେବାପା ସଙ୍ଗେ ସଙ୍ଗେ କହିଲେ, ‘‘ମୁଁ ଜାଣିଛି, ମୁଁ ଜାଣିଛି । ଏହା ଆଉ ମୋର ହୋଇ ନାହିଁ, କିନ୍ତୁ ତୁମେ ଅନ୍ତତଃ ମୋର ଗୋଟିଏ ବା ଦୁଇଟି ପ୍ରସ୍ତାବ ଗ୍ରହଣ କରିବା ଉଚିତ ।’’
ଜଗୁଆଳୀଟି କହିଲା, ‘‘ମୁଁ ଆପଣଙ୍କ ବାଘକୁ ଖୁବ୍ ଭଲ ଭାବେ ଚିହ୍ନିଛି । ସେ ଦୁଇ ମାସ ତଳେ ମରିଗଲା ।’’ “ମରିଗଲା !’’ ଜେଜେବାପା ବିସ୍ମିତ ହୋଇ କହିଲେ । ‘‘ହଁ ମହାଶୟ, ନିମୋନିଆରେ ମରିଗଲା । ଏ ବାଘଟି ମାସକ ତଳେ ପାହାଡ଼ରୁ ଧରାଯାଇଥିଲା ଏବଂ ଏହା ଖୁବ୍ ଜେଜେବାପା କ’ଣ କହିବେ କିଛି ଭାବିପାରିଲେ ନାହିଁ । ବାଘଟି ତଥାପି ତାଙ୍କ ହାତକୁ ଖୁବ୍ ଆନନ୍ଦରେ ଚାଟୁଥାଏ । ଜେଜେବାପା ଯନ୍ତା ଭିତରୁ ତାଙ୍କ ହାତ ବାହାର କରି ଆଣିବା ପାଇଁ ଦୀର୍ଘ ସମୟ ଲାଗିଗଲା । ବାଘ ନିକଟରେ ତାଙ୍କ ମୁହଁ ରଖୁ ସେ ଅସ୍ପଷ୍ଟ ସ୍ବରରେ କହିଲେ, ‘‘ଶୁଭରାତ୍ରି, ତିମୋଥି !’’ ଏବଂ ଜଗୁଆଳୀଟିକୁ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଚାହିଁ ତରବରିଆ ଭାବେ ଚିଡ଼ିଆଖାନା ବାହାରକୁ ଚାଲିଆସିଲେ ।
Word Meaning / Glossary:
stroking and slapping – tapping fondly;
observe – watch attentively
alarm – a warning of danger
recognized – identified as already known
stammer – to speak with involuntary pauses
relish – great pleasure
mumbled – to speak indistinctly or quietly
briskly – actively and energetically, quickly
with a scornful look – with a hateful look
was trapped – was caught